କୋରୋନା ଭାଇରସ ର ପ୍ରକୋପ ବଢ଼ି ଚାଲି ଥିବା ବେଳେ ଏପ୍ରିଲ ୧୫ରୁ ମଇ ୩ ତାରିଖ ପ୍ରଯ୍ୟନ୍ତ ଲକ ଡାଉନ କୁ ବଢ଼ାଇ ଦିଆ ଯାଇ ଥିବା ବେଳେ ସାମାଜିକ ଦୂରତା, ମାକ୍ସ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆ ଯାଉଛି !ସାମାଜିକ ଦୂରତା ରକ୍ଷା କରିବା ଓ ମାକ୍ସ ବ୍ୟବହାର କରିବା ପାଇଁ ଶକ୍ତ ନିର୍ଦେଶ ଦେଇଥିବା ବେଳେ ଗୁରୁବାର ଓ ରବିବାର ରାଜଗାଙ୍ଗପୁର ଫୁଟବଲ ପଡିଆ ଠାରେ ବସୁଥିବା ସାପ୍ତାହିକ ହାଟରେ ସାମାଜିକContinue reading “ରାଜଗାଙ୍ଗପୁର ସାପ୍ତାହିକ ହାଟ, ପୋଷ୍ଟ ଅଫିସ, କିଛି ଏଟିଏମ ରେ ପାଳନ ହେଉନି ସାମାଜିକ ଦୂରତା ! କୁତ୍ରା ସରକାରୀ ଡାକ୍ତର ଖାନା, ଜନବିକାଶ କେନ୍ଦ୍ର ଓ ରାସନ ବିତରଣ କେନ୍ଦ୍ର ରେ ମଧ୍ୟ ପାଳନ ହେଉନି ସାମାଜିକ ଦୂରତା !”
Author Archives: Gramanchala Khabar
ରାଜଗାଙ୍ଗପୁର ସହର ର ଉପାନ୍ତ ଅଞ୍ଚଳ ମାଲିଡିହି ଓ ରାଣୀ ପିୟା ରେ ମାକ୍ସ ବଣ୍ଟନ କରିବା ସହିତ କୋରୋନା ଭାଇରସ ର ସଚେତନା କାର୍ଯ୍ୟ କ୍ରମ କଲେ ରାଜଗାଙ୍ଗପୁର ସହର ର ପୂର୍ବତନ ବିଧାୟକଙ୍କ ସହଯୋଗି !
ସମଗ୍ର ଦେଶ ରେ କୋରୋନା ର ପ୍ରଭାବ ବଢିବାରେ ଲାଗି ଥିବା ବେଳେ ଭାରତ ରେ ମଧ୍ୟ ଏହାର ପ୍ରଭାବ ବଢିବା ରେ ଲାଗିଛି ଗତ ମାର୍ଚ୍ଚ ୨୪ ତାରିଖ ମଧ୍ୟ ରାତ୍ରି ରୁ ଏପ୍ରିଲ୧୪ ତାରିଖ ପ୍ରଯ୍ୟନ୍ତ ସମଗ୍ର ଦେଶ ଲକ ଡାଉନ ଥିବା ବେଳେ କୋରୋନା ଭାଇରସ ର ପ୍ରଭାବ ବଢିବାକୁ ଲାଗିବାରୁ ଲକଡାଉନ କୁ ମଇ ୩ ତାରିଖ ପ୍ରଯନ୍ତ ବଢ଼ାଇ ଦିଆ ଯାଇଛି ! ଲକ ଡାଉନ ସମୟ ରେ କୋରୋନାContinue reading “ରାଜଗାଙ୍ଗପୁର ସହର ର ଉପାନ୍ତ ଅଞ୍ଚଳ ମାଲିଡିହି ଓ ରାଣୀ ପିୟା ରେ ମାକ୍ସ ବଣ୍ଟନ କରିବା ସହିତ କୋରୋନା ଭାଇରସ ର ସଚେତନା କାର୍ଯ୍ୟ କ୍ରମ କଲେ ରାଜଗାଙ୍ଗପୁର ସହର ର ପୂର୍ବତନ ବିଧାୟକଙ୍କ ସହଯୋଗି !”
ସାମ୍ବାଦିକ ଙ୍କ ପରିଚୟ ପତ୍ର ଯାଞ୍ଚ ପାଇଁ ଦାବି !
ରାଜଗାଙ୍ଗପୁର.:-କୋରୋନା ଭାଇରସ ପାଇଁ ସମଗ୍ର ରାଜଗାଙ୍ଗପୁର ଲକ ଡାଉନ ଥିବା ବେଳେ ସାମ୍ବାଦିକ ଙ୍କ ପରିଚୟ ଯାଞ୍ଚ ପାଇଁ ବିଭିନ୍ନ ମହଲ ରୁ ଦାବି ହେଉଛି !ରାଜଗାଙ୍ଗପୁର ସହର କୋରୋନା ଭାଇରସ ପାଇଁ ଲକ ଡାଉନ ରହୁଥିବା ବେଳେ ରାଜଗାଙ୍ଗପୁର ଅଞ୍ଚଳ ରେ ନିଜକୁ ସାମ୍ବାଦିକ କହୁଥିବା ବହୁ ବ୍ୟକ୍ତି ସରକାରି କାର୍ଯ୍ୟକ୍ରମ ହେଉ କି ବେସରକାରି କାର୍ଯ୍ୟକ୍ରମ ହେଉ ସେଠାରେ ଦଳ ଦଳ ସାମ୍ବାଦିକ ଙ୍କୁ ଦେଖିବାକୁ ମିଳୁଛି ! ହାଟ ବଜାର ହେଉ କିContinue reading “ସାମ୍ବାଦିକ ଙ୍କ ପରିଚୟ ପତ୍ର ଯାଞ୍ଚ ପାଇଁ ଦାବି !”
ଶ୍ରୀ କ୍ଷେତ୍ର ପେଷ୍ଟ କଂଟ୍ରୋଲ ସରଭିସ ପକ୍ଷ ରୁ ରାଜଗାଙ୍ଗପୁର ସହର ରେ ଥିବା ସମସ୍ତ ଏଟିଏମ କୁ କରାଗଲା ସେନିଟାଇଜ !
ସମଗ୍ର ଓଡିଶା ରେ କୋରୋନା ଭାଇରସ ଭୟ ଲାଗି ରହି ଥିବା ବେଳେ ଏପ୍ରିଲ ୧୨ତାରିଖ ରବି ବାର ଦିନ ସୁନ୍ଦରଗଡ଼ ଜିଲ୍ଲା ର ବିଶ୍ରା ଅଞ୍ଚଳ ରେ ଦୁଇ ଟି କୋରୋନା ପଜିଟିଭ ଚିନ୍ନଟ କରା ଯାଇଛି ! ଏହାକୁ ଆଖି ଆଗରେ ରଖି ରାଜଗାଙ୍ଗପୁର ସହର ର ସମସ୍ତ ଅଞ୍ଚଳ ରେ ଥିବା ଏଟି ଏମ କୁ କୋରୋନା ମୁକ୍ତ କରିବା ପାଇଁ ଶ୍ରୀ କ୍ଷେତ୍ର ପେଷ୍ଟ କଂଟ୍ରୋଲ ସରଭିସ ପକ୍ଷ ରୁ ରାଜଗାଙ୍ଗପୁରContinue reading “ଶ୍ରୀ କ୍ଷେତ୍ର ପେଷ୍ଟ କଂଟ୍ରୋଲ ସରଭିସ ପକ୍ଷ ରୁ ରାଜଗାଙ୍ଗପୁର ସହର ରେ ଥିବା ସମସ୍ତ ଏଟିଏମ କୁ କରାଗଲା ସେନିଟାଇଜ !”
ରାଜଗାଙ୍ଗପୁର ସହର ରେ ପୁରୁଣା ଝଗଡା କୁ ନେଇ ଫୁଟିଲା ଗୁଳି !ଯୁବକ ଆହତ !
ଆତ୍ମସମର୍ପଣ କଲେ ଅଭିଯୁକ୍ତ !ପୁଲିସ ତଦନ୍ତ ଜାରି ! ରାଜଗାଙ୍ଗପୁର..( ମନୋଜ ଭୋଳ )ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ୱାର୍ଡ ନମ୍ବର ୧ ର କୁମ୍ଭାର ପଡା ଠାରେ ପୁରୁଣା ଝଗଡା କୁ ନେଇ ବିକାଶ ଦାସ (ଜବାନି ) ନାମକ ଜଣେ ଯୁବକ ଶୁକ୍ରବାର ଦିନ ପାଖା ପାଖି ଦିନ ୧୧ଟା ସମୟ ରେ ଅର୍ଜୁନ ବଡାଇକ ନାମକ ଜଣେ ଯୁବକ ଙ୍କ ଉପରକୁ ପିସ୍ତଲ ରୁ ଗୁଳି ଚଳାଇ ଥିବା ବେଳେ ଗୁଳି ଟିContinue reading “ରାଜଗାଙ୍ଗପୁର ସହର ରେ ପୁରୁଣା ଝଗଡା କୁ ନେଇ ଫୁଟିଲା ଗୁଳି !ଯୁବକ ଆହତ !”
ରାଜଗାଙ୍ଗପୁର ଓସିଏଲ ମାର୍କେଟ ଟେଲିଫୋନ ଗଳି ରେ ଯୁବତୀ ଙ୍କ ର ଆତ୍ମ ହତ୍ୟା !
ପୋଲିସ ଦ୍ୱାରା ମୃତ ଦେହ ଜବତ ! ବ୍ୟବଛେଦ ପରେ ଘର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର !
ରାଜଗାଙ୍ଗପୁର ସହର ର ଖାଡା ଗଲି ରେ ଗ୍ୟାସ ପାଇପ ଲିକ ହୋଇ ଲାଗିଲା ନିଆଁ
କୋରୋନା ଭାଇରସ ପାଇଁ ସମଗ୍ର ଜିଲ୍ଲା ଲକଡାଉନ ଥିବା ବେଳେ ମାଲବାହି ଯାନ ଡ୍ରାଇଭର ଓ ପଥଚାରି ଙ୍କ ପାଇଁ ପ୍ରଶାସନ ଦ୍ୱାରା ଖୋଲାଗଲା କିଛି ହୋଟେଲ, ଗ୍ୟାରେଜ, ଟାଏର ଦୋକାନ ଓ ସ୍ପେୟାର ପାର୍ଟ ଦୋକାନ !
ପୂର୍ବତନ ବିଧାୟକ ମଙ୍ଗଳା କିଷାନଙ୍କ ସାହାଯ୍ୟ କ୍ରମେ ପୁର୍ବତନ ବିଜେଡି ଟାଉନ ସଭାପତି ଅମରେଶ ପଣ୍ଡା ଙ୍କ ନେତୃତ୍ୱ ରେ ଝପୁଡି ପଡା ଓ କିଷାନ ପଡା ଓ ରାଜଗାଙ୍ଗପୁର ର ବିଭିନ୍ନ ଅଞ୍ଚଳ ରେ ଅସହାୟ ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ !
ରାଜଗାଙ୍ଗପୁର :-କୋରୋନା ଭାଇରସ କୁ ନେଇ ସୁନ୍ଦରଗଡ଼ ଜିଲ୍ଲା ର ରାଜଗାଙ୍ଗପୁର ସହର ର ସମ୍ପୂର୍ଣ ଲକଡାଉନ ଥିବା ବେଳେ ଶ୍ରମିକ ଓ ଖଟି ଖିଆ ଙ୍କୁ ଖାଦ୍ୟ ଠୁ ନେଇ ବିଭିନ୍ନ ସମସ୍ୟା ଭୋଗିବାକୁ ପଡୁଛି ! ଏହାକୁ ଆଖି ଆଗରେ ରଖି ରାଜଗାଙ୍ଗପୁର ପୂର୍ବତନ ବିଧାୟକ ମଙ୍ଗଳା କିଷାନ ସହର ରେ ଲକଡାଉନ ଥିବା ପ୍ରଯ୍ୟନ୍ତ ଅସହାୟ ଲୋକଙ୍କୁ ଖାଦ୍ୟ, ପାଣି, ଓ ବିଭିନ୍ନ ସାହାଯ୍ୟ କରିବା ପାଇଁ ଜାରି କରିଥିଲେ ! ତାଙ୍କContinue reading “ପୂର୍ବତନ ବିଧାୟକ ମଙ୍ଗଳା କିଷାନଙ୍କ ସାହାଯ୍ୟ କ୍ରମେ ପୁର୍ବତନ ବିଜେଡି ଟାଉନ ସଭାପତି ଅମରେଶ ପଣ୍ଡା ଙ୍କ ନେତୃତ୍ୱ ରେ ଝପୁଡି ପଡା ଓ କିଷାନ ପଡା ଓ ରାଜଗାଙ୍ଗପୁର ର ବିଭିନ୍ନ ଅଞ୍ଚଳ ରେ ଅସହାୟ ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ !”