କଇଁଚି ଧାର ଓ କାନ ସଫା କରିବା ପାଇଁ ଆସି ବାଲିଶଙ୍କରା ଠାରେ ଲକଡାଉନ ରେ ଫସି ଥିବା ୧୫ ପରିବାର ଙ୍କୁ ସାହାଯ୍ୟ ପାଇଁ ହାତ ବଢ଼ାଇଲେ ପୁର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ଓ ତାଙ୍କ ସହ ଧର୍ମିଣୀ ତଥା ବାଲିଶଙ୍କରା ବ୍ଲକ ଅଧକ୍ଷା ତ୍ରିବେଣୀ ମାଝୀ !

ଲୁହା କାମ କରି ଜୀବିକା ନିର୍ବାହ କରୁଥିବା ଉତ୍ତର ପ୍ରଦେଶ, ଓ ମଧ୍ୟ ପ୍ରଦେଶ ର ବହୁ ପରିବାର କୁତ୍ରା ଓ ବାଲିଶଙ୍କରା ରେ ଲକଡାଉନ ପାଇଁ ଫସି ରହିଛନ୍ତି !ସରକାରୀ ସାହାଯ୍ୟ ପାଇଁ ନିବେଦନ !

ବାହାର ରାଜ୍ୟ ରୁ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଆସି ଲକଡାଉନ ରେ ଫସି ଯାଇଥିବା ପରିବାରଙ୍କୁ ରାଜଗାଙ୍ଗପୁର ବିଧାୟକ ଙ୍କ ସାହାଯ୍ୟ !

ରାଜଗାଙ୍ଗପୁର କୁ ସମ୍ପୂର୍ଣ ଲକଡାଉନ କରିବା ପାଇଁ ଦୃଢ଼ ପଦକ୍ଷେପ ନେଲା ରାଜଗାଙ୍ଗପୁର ପୋଲିସ !

କୁତ୍ରା ଅମର ମଳୁଆ ମାର୍କେଟ କମ୍ପ୍ଲେକ୍ସର ଏକ ମୋବାଇଲ ଦୋକାନରୁ ସଟର ଭାଙ୍ଗି ଚୋରି !

କୁତ୍ରା ଅମର ମଳୁଆ ମାର୍କେଟ କମ୍ପ୍ଲେକ୍ସର ଏକ ମୋବାଇଲ ଦୋକାନରୁ ସଟର ଭାଙ୍ଗି ଚୋରି ! ତଦନ୍ତ ଜାରି ରଖିଛି କୁତ୍ରା ପୋଲିସ !

ରାଜଗାଙ୍ଗପୁର ପୋଲିସ ଦ୍ୱାରା ୭ ଜୁଆଡି ଗିରଫ !

ପୋଲିସ ଦ୍ୱାରା ୭ ଜୁଆଡି ଗିରଫ ! ନଗଦ ୧୨୯୯୦ଟଙ୍କା,୫ଟି ମୋବାଇଲ, ୩ଟି ମୋଟର ସାଇକଲ ଜବତ ! କୋରୋନା ଭାଇରସ କୁ ଆଖି ଆଗରେ ରଖି ଅଭିଯୁକ୍ତ ଙ୍କୁ ବେଲ ରେ ଛାଡିଲା ପୋଲିସ !

ରବିବାର ଦିନ ହୋଇଥିବା ଜନତା କର୍ଫ୍ୟୁ ରେ ରାଜଗାଙ୍ଗପୁର ଓ କୁତ୍ରା ରେ ସୋମବାର ଦିନ ଖୋଲା ଯାଇଥିବା ଦୋକାନ ବଜାରକୁ ବନ୍ଦ କଲା ପୋଲିସ ପ୍ରଶାସନ !

କୋରୋନା ଭାଇରସ ପାଇଁ ସେବା ଯୋଗାଉ ଥିବା କର୍ମଚାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ସମଗ୍ର ଜିଲ୍ଲା କମ୍ପିଲା ପୋଲିସ ସାଇରନ, ଘଣ୍ଟ, ଶଙ୍ଖ, ଥାଳି, ଓ କରତାଳି ରେ !

Design a site like this with WordPress.com
Get started