ଗ୍ରାମାଞ୍ଚଳ ଖବର
ସମଗ୍ର ବିଶ୍ୱରେ କୋରୋନା ପ୍ରଭାବ ବଢ଼ି ବଢ଼ି ଚାଲିଛି ! ଏବେ ବିଶ୍ୱ ର ପ୍ରାୟ ଅଧିକାଂଶ ଦେଶକୁ କୋରୋନା ଭାଇରସ ସଂକ୍ରମିତ ହେବାରେ ଲାଗିଛି ! ଭାରତ ମଧ୍ୟ କୋରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଛି ! କୋରୋନା ରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱ ରେ ହାହାକାର ଖେଳି ଯାଇଛି !ଏହି ଭାଇରସ ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଦେଶ କୁ ଲକ ଡାଉନ କରାଯାଇଛି ! ଭୟ ରେ ଲୋକେ ପଦା କୁ ବାହାରୁ ନାହାନ୍ତି ! ଏହାକୁ ଆଖି ଆଗରେ ରଖି ଏଇ ଭାଇରସ ରୁ ସମଗ୍ର ବିଶ୍ୱକୁ ରକ୍ଷା କରିବା ପାଇଁ ରାଜଗାଙ୍ଗପୁର ସହର ର ବସ ଷ୍ଟାଣ୍ଡ ସ୍ଥିତ ବାବା ଆଖଣ୍ଡଳ ମଣି ଶିବ ମନ୍ଦିର ରେ ଏକ ହାଜର ଆଠ ମହା ମୃତୁଞ୍ଜୟ ଜାପ ଆୟୋଜn କରା ଯାଇଛି !ଏହି କାର୍ଯ୍ୟ କ୍ରମ ରେ ମନ୍ଦିର ର ପୂଜକ ମହା ମୃତୁଞ୍ଜୟ ଜାପ ଵିଧି ବିଧାନ ଓ ନିଷ୍ଠା ର ସହିତ ସମାପ୍ତ କରିଛନ୍ତି !