ରବିବାର ଦିନ ହୋଇଥିବା ଜନତା କର୍ଫ୍ୟୁ ରେ ରାଜଗାଙ୍ଗପୁର ଓ କୁତ୍ରା ରେ ସୋମବାର ଦିନ ଖୋଲା ଯାଇଥିବା ଦୋକାନ ବଜାରକୁ ବନ୍ଦ କଲା ପୋଲିସ ପ୍ରଶାସନ ! Posted byGramanchala KhabarMarch 23, 2020March 23, 2020Posted inUncategorized ରାଜଗାଙ୍ଗପୁର କୁତ୍ରା ରବିବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନତା କର୍ଫ୍ୟୁ କୁ ସମର୍ଥନ କରି ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳ ର ସମସ୍ତ ଦୋକାନ ବଜାର ବନ୍ଦ ହୋଇଥିବା ବେଳେ ସୋମବାର ଦିନ ଫୁଣି ସମସ୍ତ ଦୋକାନ ବଜାର ଖୋଲା ରହିଥିଲା ! ରାଜଗାଙ୍ଗପୁର ଓ କୁତ୍ରା ପୋଲିସ ଓ ପ୍ରଶାସନ ପକ୍ଷ ରୁ ଔଷଧ, ଫଳ, ପନିପରିବା, ଭଳି ଅତି ଜରୁରୀ ଆବଶ୍ୟକତା ଦୋକାନ ଗୁଡିକ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ କରିବା ପାଇଁ ଦୋକାନୀ ମାନଙ୍କୁ ବୁଝାଇ ଥିଲେ ! ଏହା ଛଡା ହୋଟେଲ ମାନଙ୍କ ରେ ପାରସଲ ଦେବା ବ୍ୟତୀତ ବସେଇ ଖାଦ୍ୟ ଦେବା ପାଇଁ ବାରଣ କରିଥିଲେ !ସାତ ଜଣ ରୁ ଅଧିକ ଲୋକ ଏକତ୍ରିତ ହେବା ପାଇଁ ବାରଣ ପାଇଁ ପ୍ରଚାର କରା ଯାଇଥିଲା ! ମାଇକ ଯୋଗେ କୋରୋନା ଭାଇରସ ରୁ ରକ୍ଷା ପାଇବା ପାଇଁ ସମସ୍ତ ନୀତି ନିୟମ ପାଳନ କରିବା ପାଇଁ ଜନ ସଚେତନ କରାଯାଇ ଥିଲା ! ଯଦି ସରକାର ଙ୍କ ନୀତି ନିୟମ କୁ ଅମାନ୍ୟ କରାଯାଏ ତା ହେଲେ କୋଠୋର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜନ ସଚେତନ ସୃଷ୍ଟି କରା ଯାଇଥିଲା ! Share this:Tweet Share on WhatsApp (Opens in new window) WhatsApp Email a link to a friend (Opens in new window) Email Like Loading... Related Published by Gramanchala Khabar ସତ୍ୟ ଓ ନିର୍ଭୀକ ଖବର View more posts